ଢେଙ୍କିକୋଟ: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ଗାଁ'ରେ କୁଟାଗଦା ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମର ତିନିଘରିଆ ସାହି ଖଳାରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏଥିରେ ଗହ୍ମା ଓଝା, ସଞ୍ଚୟ ମହାରଣା, ପ୍ରଦୀପ ମହାରଣା, ନୁର ମହାପାତ୍ର ଓ ଦଶରଥ ନାଏକଙ୍କ କୁଟାଗଦା ଜଳି ଯାଇଥିଲା। ସେହିପରି ପାଖ ଜାଜୁବାଡ଼ିରେ ମଧ୍ୟ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
କୁଟାଗଦା, କାଜୁ ଜଙ୍ଗଲରେ ନିଆଁ
/sambad/media/post_attachments/wp-content/uploads/2021/01/0eacaaba-f885-49d2-bc6a-962554747ac4.jpg)