ସମ୍ବଲପୁର:ଆଜି ସକାଳେ ଝାରସୁଗୁଡ଼ାରୁ ରାଉରକେଲା ଯାଉଥିବା ଏକ କୋଇଲା ବୋଝେଇ ମାଲଗାଡ଼ିିରେ ନିଆଁ ଲାଗି ଯାଇଛି। ଟ୍ରେନ୍ଟି ଧରୁଆଡ଼ିହି ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଟ୍ରେନ୍ର କୋଇଲା ବୋଝେଇ ଡବାରୁ ଧୁଅାଁ ଉଠୁଥିବା ଦେଖି ଷ୍ଟେସନ ମାଷ୍ଟର ପରବର୍ତୀ ବାମରା ଷ୍ଟେସନ୍ର ଷ୍ଟେସନମାଷ୍ଟରଙ୍କୁ ଏ ନେଇ ଅବଗତ କରିଥିଲେ। ପରେ ବାମରା ଷ୍ଟେସନ୍ରେ ଟ୍ରେନ୍କୁ ଅଟକାଇ ବାମରା ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀମାନଙ୍କ ସହଯୋଗରେ ନିଆଁକୁ ଆୟତ କରାଯାଇଛି।
ସମ୍ବଲପୁର: କୋଇଲା ବୋଝେଇ ମାଲଗାଡ଼ିରେ ନିଆଁ
/sambad/media/post_attachments/wp-content/uploads/2018/02/sbp-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)