ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଚେରୁପାଲି ବାଉଁଶ ବଣରେ ନିଆଁ ଲାଗିଥିବା ବ୍ୟାପକ କ୍ଷତି ହୋଇଛି। ଡୁଙ୍ଗୁରିପାଲି ବ୍ଲକ୍ ତଥା ବିଭିନ୍ନ ଜିଲ୍ଲାର ଲୋକେ ପରିବାର ସହ ଆସି ଅଙ୍ଗ ନଦୀ କୂଳରେ ଥିବା ଏହି ବାଉଁଶ ବଣରେ ସମୟ ବିତାଇଥାନ୍ତି।
ମାତ୍ର ନିଆଁ ଲାଗିବା ଯୋଗୁଁ ବର୍ତ୍ତମାନ ଏହା ସଂପୂର୍ଣ୍ଣ ପୋଡ଼ି ବିପର୍ଯ୍ୟସ୍ତ ହୋଇଯାଇଛି। ଖବର ପାଇ ଫଟାମୁଣ୍ଡା ସ୍ଥିତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/19-4.jpg)