କାଗଜବିହୀନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଫାଷ୍ଟଟ୍ରାକ କୋର୍ଟର ଲୋକାର୍ପଣ

ଜୟପୁର: ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ଜିଲ୍ଲା କୋର୍ଟ ପରିସରରେ କାଗଜବିହୀନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପାଷ୍ଟଟ୍ରାକ କୋର୍ଟର ଲୋକାର୍ପଣ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଦୌରାଜଜ୍ ସତ୍ୟନାରାୟଣ ମିଶ୍ର ଯୋଗ ଦେଇ ଏହାକୁ ଲୋକାର୍ପଣ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପାଷ୍ଟଟ୍ରାକ କୋର୍ଟ ପ୍ରଞା ନଳିନୀ ମିଶ୍ର, ରେଜିଷ୍ଟ୍ରାର ବିଷ୍ଣୁ ପ୍ରସାଦ ଦେବତା, ଜିଲ୍ଲା ଆଇନଜୀବୀ ସଂଘର ସଭାପତି ବିରେଶ ପଟ୍ଟନାୟକ,ସଂପାଦକ ଶରତ (ପିଣ୍ଟୁ) ମାଝୀ, ଉପସଭାପତି ସହଦେବ ପଟ୍ଟନାୟକ, କୋଷାଧ୍ୟକ୍ଷ ଗିରୀଧର ଖରା, ସହସଂପାଦକ ପି.ସନ୍ୟାସୀ ରାଓ, ଶ୍ରୀଚନ୍ଦନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର