ସୁନ୍ଦରଗଡ଼: ଆଜି ସୁବଳୟା ପଞ୍ଚାୟତ ସେବତୀବାହାଲ ଗ୍ରାମ ଗୋପବନ୍ଧୁ ଖେଳ ପଡିଆରେ ଏକ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଉଦଘାଟନୀ ଦିବସରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ ସିଂ, ସମ୍ମାନିତ ଅତିଥି ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନୟନ ପରିଷଦ ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ବିଜୁ ଜନତା ଦଳ ସଭାପତି ବିନୟ ଟପ୍ପୋ, କଂଗ୍ରେସ ଜିଲ୍ଲା ସଭାପତି ବେଣୁ ମାଧବ ତ୍ରିପାଠୀ, ସୁବଳୟା ସରପଞ୍ଚ ହରିପ୍ରିୟା ନାଏକ, ସୁନ୍ଦରଗଡ଼ ଆଇନଜୀବୀ ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ, ସୁନ୍ଦରଗଡ଼ ବିଜୁ ଛାତ୍ର ଜନତା ଦଳ ସଭାପତି ସେହାଜ ହୁସେନ, ଆଇନଜୀବୀ ମନୋଜ କୁମାର ମହାରଣା, ଆଇନଜୀବୀ ପ୍ରଣବ ସିଂ, ଗୋପବନ୍ଧୁ ଫୁଟବଲ ଟୁର୍ନାମେଣ୍ଟର ସଭାପତି ଦେବେନ୍ଦ୍ର ଖରସେଲ ଯୋଗଦେଇ ଟୁର୍ନାମେଣ୍ଟର ଉଦଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

Advertisment

publive-image

ରେଫରୀ ହେମନ୍ତ କୁମାର ଦାସ, ପ୍ରଦୀପ ପଧାନ, ସନ୍ୟାସୀ ମୁଣ୍ଡା ଖେଳ ପରିଚାଳନା କରିଥିଲେ। ରତନା ସାହ, ଅବଦୁଲ ରବାନୀ, ପ୍ରେମାନନ୍ଦ ବରିହା, ଅବଦୁଲ ନଜିମ, ବିକ୍ରମ ମୁଣ୍ଡା, ଜନ୍ମଜୟ ମୁଣ୍ଡା, ଜଗଦୀଶ ମାଝୀ, ଅଶୋକ ନାଏକ, ମନୋଜ ଦାସ, ରମେଶ ରାଉତ, ମନୋରଞ୍ଜନ ନାଏକ, ଅର୍ଜୁନ ଗହୀର, ମନୋଜ ଗହୀର, ଅବଦୁଲ ରମିଜ, ଶଙ୍କର ଟପ୍ପୋ ପ୍ରମୁଖ ସହଯୋଗ କରିଥିଲେ।