ସଂରକ୍ଷିତ ଜଙ୍ଗଲରୁ ଗଚ୍ଛ କାଟିବା ଅଭିଯୋଗରେ ୪ ଗିରଫ, ୪୦୦୦୦ ଟଙ୍କାର ପଟ୍ଟା ଓ କାଠ ଜବତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଜଙ୍ଗଲ ବିଭାଗର ରେଞ୍ଜରେ ଆସୁଥିବା ତହର। ସଂରକ୍ଷିତ ଜଙ୍ଗଲରେ କିଛି ଲୋକ ଗଛ କାଟୁଥିବା ଖବର ପାଇ ଜଙ୍ଗଲ ବିଭାଗର କିଛି କର୍ମଚାରୀ ପାର। ଷ୍ଟାଫ ପହଞ୍ଚି ୪ ଜଣଙ୍କୁ ଗିରଫ କରିବ।ରେ ସଫଳ ହେଇଥିଲେ। ଗିରଫ ବ୍ୟକ୍ତିମାନେ ହେଲେ କୁର୍ସୀ ଜୁନ। ପାର। ଗ୍ରାମର ରାଇ ସିଂ ଗଣ୍ଡ (୫୦), ସକ।ରାମ ଗଣ୍ଡ (୪୨) ଓ ତହର। ଗ୍ରାମର ଭଜମହନ ମାଝୀ (୩୯) ଓ ଜଗମନ୍ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ କରତ ୨ଟା, ଟାଙ୍ଗୀ ୨ଟା, ଶାଳ ପଟ। ୧୦ଟି, ସାଇଜ କାଠ ୩୦ଟା ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୪୦୦୦୦ ଟଙ୍କା ହେବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହା ଯାଇଛି। ଏହି ଚଢାଉ ସମୟରେ ତହର। ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି, ଫରେଷ୍ଟର ଲମ୍ବୁ ଧର ଭତ୍ର।, କରକ। ଫରେଷ୍ଟର ହରି ହର ବ୍ରହ୍ମ।, ଓ ପାର। ଷ୍ଟାଫ ସନ୍ତୋଷ ଭତ୍ର। ଓ ଦୟ।ର।ମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର