ମୋହନା: ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ବାଘୁଆ ମହୁମାଛି। ଗଜପତି ଜିଲ୍ଲା ମୋହନା ଥାନା ଛାତଭରି ଗାଁ ନିକଟରେ ଘଟିଛି ଏହି ଘଟଣା। ବାଘୁଆ ମହୁମାଛି ଆକ୍ରମଣରେ ୬ ଆହତ, ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ସମସ୍ତେ ମୋହନା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁସାରେ ବ୍ରହ୍ମପୁର ଠାରୁ ଏକ ପରିବାରର ୪ ଜଣ ମୋହନା ଅଭିମୁଖେ ଯାଉଥିଲେ।
ବାଘୁଆ ମହୁମାଛି ଆକ୍ରମଣରେ ୬ ଆହତ, ୩ ଜଣ ଗୁରୁତର
/sambad/media/post_attachments/wp-content/uploads/2024/05/bee-on-flower.jpg)