ପାରଳାଖେମୁଣ୍ତି: ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଶାସନ ତରଫରୁ ଜିଲ୍ଲାରେ ବୁଲୁଥିବା କିଛି ଗାଡ଼ିକୁ ରିକ୍ୟୁଜିସିନ୍ କରାଯାଇଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗାଡ଼ିଗୁଡିକ ଆଜି ସନ୍ଧ୍ୟା ସୁଦ୍ଧା ଦେବା ପାଇଁ କୁହାଯାଇଥିଲା । କିନ୍ତୁ ଗାଡ଼ି ନ ଦେବାରୁ ଦୁଇ ଜଣ ଗାଡ଼ି ମାଲିକଙ୍କ ବିରୋଧରେ ୱାେରଣ୍ଟ ଜାରି କରାଯାଇଛି। ଓଡି-୨୦ଏ-୧୮୨୨ ଏବ˚ ଓଡି-୨୦-୬୧୬୬ ଗାଡ଼ିର ମାଲିକଙ୍କ ନାମରେ ଵାରଣ୍ଟ ଜାରି କରାଯାଇଥିବା ପରିବହନ ବିଭାଗ ସୂତ୍ରରୁ ପ୍ରକାଶ। ।
ନିର୍ବାଚନ ପାଇଁ ଗାଡ଼ି ନ ଦେବାରୁ ଦୁଇ ଜଣଙ୍କ ବିରୋଧରେ ଵାେରଣ୍ଟ
/sambad/media/post_attachments/wp-content/uploads/2019/03/child-theif-murder-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)