କୋରାପୁଟ: କୋରାପୁଟରୁ ଜବତ ହେଲା ୧୦୨କେଜିର ଗଞ୍ଜେଇ। ଏହି ଘଟଣାରେ ମାଛକୁଣ୍ଡ ପୁଲିସ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ସ୍ବିପ୍ଟ ଡିଜାୟାର କାର ଯୋଗେ ଗଞ୍ଜେଇ ନେଇ ଅନ୍ୟ ରାଜ୍ୟକୁ ବିକ୍ରି କରିବାକୁ ଯାଉଥିଲେ। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିବା ସହ ୪ଟି ମୋବାଇଲ ଫୋନ ଜବତ କରିଛି। ଏହା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
କୋରାପୁଟରୁ ଜବତ ହେଲା ୧୦୨କେଜିର ଗଞ୍ଜେଇ, ୪ ଗିରଫ
/sambad/media/post_attachments/wp-content/uploads/2021/04/t-61.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)