ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲାର ତପ୍ତପାଣି, ଟି. ଗୋବିନ୍ଦପୁର, ପୋଡାମାରୀ, ଧରମପୁର, କଂସାମାରୀ, ସିଙ୍ଗିପୁର, ପାଟପୁର ସମେତ ବିଭିନ୍ନ ସ୍ଥାନରେ ସକାଳ ୧୦ଟା୫ ସମୟରୁ ପ୍ରାୟ ୫୦ ସେକେଣ୍ଡ ଧରି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ତପ୍ତପାଣି ଓ ଆଖାପାଖ ଗ୍ରାମର ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଦୌଡ଼ି ଆସିଥିଲେ।
ଗଞ୍ଜାମ ଜିଲ୍ଲାରେ ମୃଦୁ ଭୂମିକମ୍ପ
/sambad/media/post_attachments/wp-content/uploads/2018/11/earthquake_nov11.jpg)