ଭିଜିଲାନ୍ସ ଜାଲରେ ପୂର୍ତ୍ତ କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର : ଆୟ ବର୍ହୂଭତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ରାସ୍ତା ଏବଂ କୋଠାବାଡ଼ି ବିଭାଗ, ଡିଭିଜନ୍‌-୧, ଗଂଜାମର ଜଣେ କନିଷ୍ଠ ଯନ୍ତ୍ରୀ ଦଣ୍ଡପାଣି ମହାପାତ୍ରଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ସେଠାରୁ ସନ୍ଧ୍ୟା ସୁଦ୍ଧା ମୋଟ ୬୩ଲକ୍ଷ୯୫ହଜାର ୩୮୭ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର