ଝିଅ ସହ ଦୁଷ୍କର୍ମ ମାମଲାରେ ବାପାଙ୍କୁ ଆଜୀବନ ଜେଲ 

ବ୍ରହ୍ମପୁର : ଝିଅ ସହ ଦୁଷ୍କର୍ମ କରିଥିବା ମାମଲାରେ ସ୍ୱତନ୍ତ୍ର ପୋକ୍ସୋ ଜଜ ଦୀପକ କୁମାର ଅଭିଯୁକ୍ତ ବାପା ବିଦେଶୀ ସାସମାଲଙ୍କୁ ବୁଧବାର ଆଜୀବନ କାରାଦଣ୍ଡ ର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହା ସହିତ ୨୦ ହଜାର ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି ।ଏନେଇ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି ।ପ୍ରକାଶ ଯେ ବିଦେଶୀ ସାସମାଲ ଗିରଫ ଠାରୁ ବ୍ରହ୍ମପୁର ମଣ୍ଡଲକରାଗାରରେ ରହିଥିଲେ

ସମ୍ବନ୍ଧିତ ଖବର