ବେଗୁନିଆପଡ଼ା : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଅଙ୍ଗାରଗାଁ ବୋରିଆ ସାହି ପାଖ ଶାଳିଆଡ୍ୟାମ୍ ପଠା ଆମ୍ବଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ମିଳିଥିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ ପ୍ରେମୀଯୁଗଳ ହେଲେ ଡ଼ାଇକି ଛକର ସୁକୁଟା ମୁଦୁଲିଙ୍କ ପୁଅ ହଟିଆ ମୁଦୁଲି (୨୪) ଓ କୁମାରୀପାରୀ ନିକଟସ୍ଥ ଖଡ଼ିକା ଢ଼େପର ସୀମା ବେହେରାଙ୍କ ଝିଅ ସାଗରୀ ବେହେରା (୧୬)। ଉଭୟ ଓଢ଼ଣୀ ଗୋଡ଼ାଇ ଆତ୍ମହତ୍ୟା କରିଥିବା ବେଳେ ନିକଟରେ ଗୋଟିଏ ମୋବାଇଲ୍, ପାଣି ବୋତଲ ଛୁରୀ ଏବଂ କିଛି ଜିନିଷ ପୋଡ଼ା ଯାଇଥିବା ଦେଖିବାକୁ ମିଳିଛି।
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2017/11/handing.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)