ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଗଞ୍ଜାମ ବିଜେଡି ନେତୃତ୍ୱକୁ ନେଇ ଏବେଠୁ ଚର୍ଚ୍ଚା: ପୁଣି ରମେଶ ଚ୍ୟାଉ ପଟ୍ଟନାୟକ ନା ଆଉ କିଏ?

ବ୍ରହ୍ମପୁର : ୨୦୨୪ରେ ସାଧାରଣ ନିର୍ବାଚନ ଆଉ ଦେଢ଼ବର୍ଷରୁ ଊର୍ଦ୍ଧ୍ବ ସମୟ ବାକିଥିଲେ ମଧ୍ୟ କିଏ ଗଞ୍ଜାମ ଜିଲ୍ଲା ବିଜେଡିର ମଙ୍ଗ ଧରିବେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ଚର୍ଚ୍ଚା ହେଉଛି ଯେ, ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏହି ଜିଲ୍ଲାରେ ବିଜେଡି ଜଣେ ନୂଆ…
ଅଧିକ ଖବର ଦେଖନ୍ତୁ...

ବନ୍ଧାହେଲେ କୋଟିପତି ଖେଳ ଶିକ୍ଷକ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଜୟନ୍ତୀପୁରସ୍ଥିତ ଦିବ୍ୟସିଂହ ବିଦ୍ୟାପୀଠର ଖେଳ ଶିକ୍ଷକ ଦନାର୍ଦ୍ଦନ ସାହୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି। ଆୟ ତୁଳନାରେ ତାଙ୍କ ପାଖରେ ଅଧିକ ୪ କୋଟି ଟଙ୍କାର ସମ୍ପତ୍ତି ରହିଥିବା ଭିଜିଲାନ୍ସ୍ ତଦନ୍ତରୁ ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ସହରରେ ବେଆଇନ ଗୁଟ୍‌ଖା କାରଖାନା: ପୁଲିସର ଚଢ଼ଉ, ଜଣେ ଗିରଫ

ବ୍ରହ୍ମପୁର : କିଛିଦିନର ନିରବତା ପରେ ବ୍ରହ୍ମପୁର ସହରରେ ବେଆଇନ ଭାବେ ପ୍ରସ୍ତୁତ କରାଯାଉଥିବା ଗୁଟ୍‌ଖା କାରଖାନା ଉପରେ ପୁଲିସ ଚଢ଼ଉ କରିଛି। ବଡ଼ବଜାର ଥାନା ପୁଲିସ ଏହି ବେଆଇନ ଗୁଟ୍‌ଖା କାରଖାନାକୁ ସିଲ୍‌ କରିବା ସହ ସେଠାରୁ ବିପୁଳ ପରିମାଣର ପ୍ରସ୍ତୁତି ସାମଗ୍ରୀ ଜବତ କରିଛି। ଏଥିସହ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଟଳିପଡ଼ିଲେ ୨ ମହିଳା

ସୋରଡ଼ା : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ରାଇବନ୍ଧ ଗ୍ରାମରେ ରବିବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଧା‌ନ ରୋଇ ଫେରୁଥିବା ସମୟରେ ବଜ୍ରପାତ ହେବାରୁ ଦୁଇଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ, ରାଇବନ୍ଧର ଟିକିନା ସ୍ବାଇଁ ଓ ସୁରେଖାଇଦେଇପୁରର କୁମାରୀ ପ୍ରଧାନ। ସୂଚନା…
ଅଧିକ ଖବର ଦେଖନ୍ତୁ...

ତାତିଲେ ଆଦିବାସୀ: ଅବକାରୀ ଟିମ୍‌ ଉପରେ ଆକ୍ରମଣ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଓ ଜରଡ଼ା ଥାନା ଅଧୀନ ମନ୍ଦରଡ଼ା ପଞ୍ଚାୟତର ଆଦିବାସୀ ଇଲାକା ବୁଢ଼ୀଘାଟିରେ ମଦ ଧରପଗଡ଼ରେ ଯାଇ ଥିବା ଅବକାରୀ, ପୁଲିସ ଓ ପ୍ରାଶାସନିକ ଟିମ୍‌ ଉପରେ ଆଦିବାସୀମାନେ ସଶସ୍ତ୍ର ଆକ୍ରମଣ କରିଛନ୍ତି। ଶତାଧିକ ଆଦିବାସୀ ମହିଳା, ପୁରୁଷ ଠେଙ୍ଗା ଓ…
ଅଧିକ ଖବର ଦେଖନ୍ତୁ...

ଦନ୍ତାହତ୍ୟା, ଦାନ୍ତ କାଟିନେବା ଘଟଣା: ୧୮୦୦ ଗ୍ରାମର ଦାନ୍ତ ଜବତ, ମାଷ୍ଟର୍‌ମାଇଣ୍ଡ୍‌ର ସଂପର୍କୀୟ ଅଟକ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଓ ଜଗନ୍ନାଥପ୍ରସାଦ ରେଞ୍ଜ୍ ଅଧୀନ କନ୍ଧନୂଆପଲ୍ଲୀ କାଜୁ ଜଙ୍ଗଲରେ ଦନ୍ତାହାତୀ ହତ୍ୟା ଓ ଦାନ୍ତ କାଟି ନେବା ଘଟଣାରେ ବନ ବିଭାଗକୁ ସଫଳତା ମିଳିଛି। ଗତମାସ ୨୭ ତାରିଖରେ କନ୍ଧନୂଆପଲ୍ଲୀ ଗ୍ରାମର ନାରାୟଣ ରାଉତକୁ ଗିରଫ କରା ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ପଞ୍ଝାରେ କୋଟିପତି ଖେଳ ଶିକ୍ଷକ: ସମ୍ପତ୍ତି ତାଲିକା ୪.୬୭ କୋଟି ଟପିଲାଣି

ପାତ୍ରପୁର/ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଜଣେ କୋଟିପତି ଖେଳ ଶିକ୍ଷକ। ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରେ ଖେଳ ଶିକ୍ଷକ ଦନାର୍ଦ୍ଦନ ସାହୁ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ୪କୋଟି ୬୭ଲକ୍ଷ ୭୦ହଜାର ୮୬୫ଟଙ୍କାର ସମ୍ପତ୍ତି ରହିଥିବା ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

ପେସା ସାମ୍ବାଦିକତା; ନିଶା ମଞ୍ଚ ଅଭିନୟ ଓ କଳାକାର ସୃଷ୍ଟି 

ପାତ୍ରପୁର : ମଣିଷ ପାଶ୍ଚାତ୍ୟ ସଭ୍ୟତା ଆଡ଼କୁ ଯେତିକି ଅଗ୍ରସର ହେଉଛି ସାହିତ୍ୟ, କଳା, ସଂସ୍କୃତି, ପରମ୍ପରା ଭଳି ମଞ୍ଚ ନାଟକ ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଛି। ଏଭଳି ସ୍ଥଳେ ଗଂଜାମ ଜିଲ୍ଳା ପାତ୍ରପୁର ବ୍ଲକ୍‌ ଜରଡ଼ା ଗଡ଼ର ରାଜଗୋପାଳ ପାଢ଼ୀ ଅଭିନୟ କରିବାକୁ ଯେତିକି ଉତ୍ସାହ ତାଠାରୁ କଳାକାର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ, ମନ୍ତ୍ରୀ ଦୌଡ଼ରେ ନିରାଶଙ୍କୁ ଅଧ୍ୟକ୍ଷ ପଦରେ ଅଗ୍ରାଧିକାର!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ପରଠୁ ଏହି କମିଟି ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିଲା। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀପଦ ମିଳିବା ପରେ ସେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

କ୍ରୀଡ଼ା ଶିକ୍ଷକଙ୍କ ଘର ‌ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କ ଘର ‌ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ବ୍ରହ୍ମପୁର ପାତ୍ରପୁର ବ୍ଳକ ଜୟନ୍ତପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ…
ଅଧିକ ଖବର ଦେଖନ୍ତୁ...