ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ମୃତ୍ୟୁମୁଖରେ ପଡ଼ୁଛନ୍ତି ରାଜସ୍ଥାନୀ ଗାଈ

ଗଞ୍ଜାମ : ରାଜ୍ୟ ସରକାରଙ୍କ ମିସନ୍ ଶକ୍ତି ଜରିଆରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କୁ ଆତ୍ମନିର୍ଭରଶୀଳ ଏବଂ ସ୍ବାବଲମ୍ବୀ କରାଇବାକୁ ଗୋପାଳନ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ହେଲେ, ରାଜସ୍ଥାନରୁ ଅଣାଯାଇ ଗଞ୍ଜାମ ଜିଲ୍ଲାର ଏସ୍‌ଏଚ୍‌ଜି କ୍ଲଷ୍ଣ୍‌ଗୁଡ଼ିକୁ ଯୋଗାଇ…
ଅଧିକ ଖବର ଦେଖନ୍ତୁ...

ବିସ୍ଫୋରଣରେ ୩ ଘର ଛାତ ଉଡ଼ିଲା; ୭ ଆହତଙ୍କ ଭିତରୁ ୫ ସଂକଟାପନ୍ନ, ବର୍ତ୍ତିଲା ୨୮ ଦିନର ଶିଶୁ

ବେଗୁନିଆପଡ଼ା / ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ କୋଦଳା ଥାନା ଅନ୍ତର୍ଗତ ବେରୁହାଁବାଡ଼ି ଗ୍ରାମ ସିଂହଳସାହିରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ଗୋଟିଏ ପରିବାରର ୫ଜଣ ସମେତ ୭ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ବ୍ରହ୍ମପୁର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ୧.୭୦ ଲକ୍ଷ ହେକ୍ଟର୍‌ରେ ଖରିଫ୍‌ ଚାଷ ଲକ୍ଷ୍ୟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଚଳିତ ୨୦୨୨-୨୩ ଖରିଫ୍ ଚାଷ ପାଇଁ ଟାର୍ଗେଟ ଧାର୍ଯ୍ୟ କରି ସାରିଛି କୃଷି ବିଭାଗ। ଚଳିତ ଖରିଫ୍ ଋତୁରେ ଜିଲ୍ଲାରେ ମୋଟ ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍ ଜମିରେ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରେ ୧ଲକ୍ଷ ୭୦ହଜାର ୩୨୮ ହେକ୍ଟର୍ ଜମିରେ ଧାନ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ବ୍ୟାଧିର ରୂପ ନେଲାଣି ସାମାଜିକ ବାସନ୍ଦ 

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ସାମାଜିକ ବାସନ୍ଦ ପ୍ରଥା ଗୁରୁତର ବ୍ୟାଧିର ରୂପ ନେଇଛି। ପ୍ରତିଦିନ ‌ବିଭିନ୍ନ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଥିବା ବେ‌ଳେ ଜରିମାନା, ଧମକ, ଗାଁ ଛାଡ଼ିବା ଓ ହିଂସା ବି ଘଟୁଛି। ଫଳରେ ଜିଲ୍ଲା ପୁଲିସ ପାଇଁ ଏହା ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ 

ଭଞ୍ଜନଗର/ବ୍ରହ୍ମପୁର : ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ଅଳଙ୍କୃତ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ରା‌ଜନେତା ବିକ୍ରମ କେଶରୀ ଆରୁଖ। ଗଞ୍ଜାମ ଜିଲ୍ଲାର ଷଷ୍ଠ ବିଧାୟକ ଭାବେ ସେ ଏହି ମର୍ଯ୍ୟାଦାଜନକ…
ଅଧିକ ଖବର ଦେଖନ୍ତୁ...

ଏମ୍‌କେସିଜି ମେଡିକାଲ କଲେଜରେ ରହିଛି ମାତ୍ର ୧୩ ୟୁନିଟ୍‌ ରକ୍ତ, ରୋଗୀଙ୍କୁ ଦିଆଯାଉଛି ଏକ୍ସଚେଞ୍ଜ ସେବା

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ପରିସରରେ ଥିବା ରକ୍ତଭଣ୍ଡାର ଖାଲି ପଡିଛି। ହଜାର ହଜାର ସଂଖ୍ୟାରେ ରକ୍ତ ୟୁନିଟ୍‌ ରହୁଥିବା ସ୍ଥାନରେ ଏବେ ମାତ୍ର ୧୩ ୟୁନିଟ୍‌ ରହିଛି। ଫଳରେ ରୋଗୀ ରକ୍ତ ପାଇବାରେ ନାନା ଅସୁବିଧାର…
ଅଧିକ ଖବର ଦେଖନ୍ତୁ...

୫ଟଙ୍କା ମାଗିଲା ବୋଲି…ନାବାଳିକାଙ୍କୁ ଚେଙ୍କଦେଲେ ସାବତ ମା’

ବ୍ରହ୍ମପୁର : ବିସ୍କୁଟ୍ କିଣିବା ପାଇଁ ୫ଟଙ୍କା ମାଗିବାରୁ ଜଣେ ୮-୯ବର୍ଷର ନାବାଳିକାକୁ ସାବତମା’ ଗରମ ଚେଙ୍କ ଦେଇଛନ୍ତି। ରୋଷେଇ କରୁଥିବା ଗରମ ପିଠାପାତିଆରେ ଝିଅର ଦୁଇ ଗାଲ, ପିଠି, ବେକ, ପିଠି ଓ ହାତକୁ ଚେଙ୍କି ଦେଇଛନ୍ତି। ଏହି ଘଟଣା ଆଜି ଜଣାପଡ଼ିବା ପରେ ପୁଲିସ୍‌ ମହିଳାଙ୍କୁ ଅଟକ ରଖି…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି ଘେରରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ! ଭିଜିଲାନ୍ସ ଜାଲରେ ବିଇଓ ଅଫିସ୍ କିରାଣି

ଆସିକା : କିଛିଦିନ ଧରି ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟରେ ଲାଞ୍ଚ କାରବାର ଘଟଣା ଚର୍ଚ୍ଚାରେ ରହିଛି। ଗତ ୯ତାରିଖ ଦିନ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଳକ୍‌ ଶିକ୍ଷାଧିକାରୀ ଲାଞ୍ଚନେଇ ଧରାପଡ଼ିଥିଲେ। ଏହାର ଗୋଟିଏଦିନ ପରେ ଅର୍ଥାତ୍‌ ୧୦ ତାରିଖଦିନ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ…
ଅଧିକ ଖବର ଦେଖନ୍ତୁ...

୫ଟଙ୍କା ମାଗିଲା ବୋଲି ନାବାଳିକାଙ୍କୁ ଗରମ ପିଠାପାତିଆରେ ଚେଙ୍କିଦେଲା ସାବତ ମା’

ବ୍ରହ୍ମପୁର : ବିସ୍କୁଟ୍ କିଣିବା ପାଇଁ ସାବତ ମା’କୁ ୫ଟଙ୍କା ମାଗିବା ଜଣେ ୮-୯ବର୍ଷର ନାବାଳିକାକୁ ଭାରି ପଡ଼ିଲା। ରୋଷେଇ କରୁଥିବା ସାବତ ମା ଗରମ ପିଠି ପାତିଆରେ ଝିଅର ଦୁଇ ଗାଲ, ପିଠି, ବେକ, ପିଠି ଓ ହାତକୁ ଚେଙ୍ଗି ଦେଲା। ଏହାପରେ ସାବତ ଝିଅକୁ ଚିକିତ୍ସା କରିବା ପାଇଁ ମଧ୍ୟ ଉଚିତ୍…
ଅଧିକ ଖବର ଦେଖନ୍ତୁ...

ଟାଟାର ସାର ପ୍ରକଳ୍ପକୁ ବିରୋଧ: କାମ ଆରମ୍ଭରୁ ପୁଲିସ – ଗ୍ରାମବାସୀ ଧସ୍ତାଧସ୍ତି

ଛତ୍ରପୁର : ଟାଟା ଷ୍ଟିଲ୍ ସ୍ବତନ୍ତ୍ର ଅର୍ଥନ‌ୈତିକ ଜୋନ୍ (ଏସ୍‌ଇଜେଡ୍) ଅଞ୍ଚଳରେ ଟାଟା ପକ୍ଷରୁ ‘ଦୀପକ’ ଫର୍ଟିଲାଇଜର୍ ପ୍ରକଳ୍ପ ନିର୍ମାଣକୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ କାଳିପଲ୍ଲୀ ଓ ବାସନପୁଟି ଗ୍ରାମବାସୀ ଘୋର ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ମଧ୍ୟ ପୁଲିଓ…
ଅଧିକ ଖବର ଦେଖନ୍ତୁ...