ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ବ୍ରହ୍ମପୁର: ବଜାରରେ ବୁଲୁଛି ଜାଲ୍ ୧୦୦-୫୦୦ ଟଙ୍କା ନୋଟ୍, ଟାର୍ଗେଟ୍‌ରେ ବୟସ୍କ

ବ୍ରହ୍ମପୁର : ବ୍ରହ୍ମପୁରରେ ସକ୍ରିୟ ହୋଇ ଉଠିଛନ୍ତି ଜାଲ୍ ନୋଟ୍ ରାକେଟ୍। ଏହି ରାକେଟ୍ ସହ ଜଡ଼ିତ ନିର୍ଦ୍ଦିଷ୍ଟ କିଛି ଅସାଧୁ ଲୋକ ବର୍ତ୍ତମାନ ବରିଷ୍ଠ ନାଗରିକ ତଥା ବୃଦ୍ଧ ବେପାରୀଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ସେମାନଙ୍କ ଆଖିରେ ଧୂଳି ଦେଇ ବଜାରରେ ନକଲି ନୋଟ୍‌ ଚଳାଇ…
ଅଧିକ ଖବର ଦେଖନ୍ତୁ...

ବୁଗୁଡ଼ା ଡାକ୍ତରଖାନାରେ ରୋଗୀଙ୍କୁ ହଟ୍ ଟ୍ରିଟ୍‌ମେଣ୍ଟ୍

ବୁଗୁଡ଼ା : ଆବଶ୍ୟକ ଡାକ୍ତର ନାହାନ୍ତି କି, ପରୀକ୍ଷା ପାଇଁ ମେସିନ୍ ନାହିଁ। ଏଭଳି ପରିସ୍ଥିତିରେ ପୁରୁଣା କୋଠାକୁ ପୁନରୁଦ୍ଧାର ପାଇଁ ଭଙ୍ଗାଯିବା ପରେ କାମଚଳା ନୀତିରେ ଗ୍ୟାରେଜ୍ ଭିତରେ ଇନ‌ଡୋର୍ ରୋଗୀଙ୍କୁ ଚିକିତ୍ସା ଚାଲିଛି। ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଟାଣଖରାରେ ରୋଗୀ ଶେଯ ଉପରେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବଜ୍ରାଘାତ: ଛାତ୍ର ମୃତ, ଛାତ୍ରୀ ଗୁରୁତର

ଗୋପାଳପୁର : କାଳବୈଶାଖୀ ପ୍ରଭାବ ଆଜି ବ୍ରହ୍ମପୁର ସହର ସମେତ ଗୋପାଳପୁର ଓ ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଆଜି ଅପରାହ୍ଣରେ ବଜ୍ରାଘାତରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ରୀ ଗୁରୁତର ହୋଇଥିବା ଜଣାଯାଇଛି। ବିଶ୍ବବିଦ୍ୟାଳୟର…
ଅଧିକ ଖବର ଦେଖନ୍ତୁ...

ଅଦୃଶ୍ୟ ମାୟାବିନୀଙ୍କ ଜାଲରେ ଯୁବଗୋଷ୍ଠୀ, ମିଠା କଥା କହି ଲୁଟୁଛନ୍ତି

ବେଲଗୁଣ୍ଠା : 'ଫେସ୍‌ବୁକ' ଓ 'ମେସେଞ୍ଜର'ରେ ଅଜଣା ଯୁବତୀଙ୍କ ସହ ବନ୍ଧୁତା ପରେ କଥାବାର୍ତ୍ତା ଓ ଶେଷରେ ମିଛ ପ୍ରେମ ଜାଲରେ ଫସି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳର ଶତାଧିକ ଯୁବକ ଲୁଟ୍‌ର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତଥ୍ୟାନୁସାରେ ବେଲଗୁଣ୍ଠା ଅଞ୍ଚଳରୁ ୬ ଓ…
ଅଧିକ ଖବର ଦେଖନ୍ତୁ...

ଲିଙ୍ଗ ନିରୂପଣ ରାକେଟ୍‌: ବେଆଇନ କାରବାରର ଚେର ହାଇଦ୍ରାବାଦ୍‌ରେ

ରିପୋର୍ଟ ପିଛା ଚାର୍ଜ ୭,୫୦୦! ପୁଲିସ ଚଢ଼ଉ ପରେ ସ୍ବାସ୍ଥ୍ୟ ବିଭାଗର ଅକଲ ଗୁଡୁମ୍‌ ସହର ଭିତରେ ଚାଲିଛି, ପ୍ରଶାସନ ଜାଣିନି ? ବ୍ରହ୍ମପୁର : ବ୍ରହ୍ମପୁର ସହରର ଚାରିଆଡ଼େ ମାଳ ମାଳ ବେଆଇନ କ୍ଲିନିକ୍‌, ଡାଏଗ୍ନୋଷ୍ଟିକ୍‌ ସେଣ୍ଟର୍‌, ପାଥୋଲ୍ୟାବ୍‌ ଖୋଲି ଚାଲିଛି ବେପାର। ଏହାରି…
ଅଧିକ ଖବର ଦେଖନ୍ତୁ...

ଦୁଇଦିନ ପରେ ସାବିତ୍ରୀ: ଫଳ ବଜାର ସରଗରମ; ଶାଢ଼ି, ଷ୍ଟେସନାରି ଦୋକାନରେ ଭିଡ଼

ଭଞ୍ଜନଗର : ଆଉ ଦୁଇ ଦିନ ପରେ ସାବିତ୍ରୀ ଅମାବାସ୍ୟା। ବିବାହିତାମାନେ ଭଗବାନଙ୍କୁ ପୂଜା କରି ସ୍ବାମୀର ଦୀର୍ଘ ଜୀବନ କାମନା କରିବା ସହ ପରିବାରର ମଙ୍ଗଳ ମନାସିବେ। ଏଥିପାଇଁ ଭଞ୍ଜନଗର ସହରରେ ମହିଳା ମାନେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ସାବିତ୍ରୀ ପାଇଁ ବଜାରରେ ଭିଡ଼…
ଅଧିକ ଖବର ଦେଖନ୍ତୁ...

ଏମ୍‌କେସିଜିରେ ୭୬ କୋଟିରେ ହେବ ଅତ୍ୟାଧୁନିକ କର୍କଟ ବିଭାଗ କୋଠା, ଇନ୍‌ଡୋର୍‌ରେ ରହିବ ଶହେ ଶଯ୍ୟା

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ମେଡିକାଲ ଭିତ୍ତିଭୂମି ସୁଦୃଢ଼ ଯୋଜନାରେ ବହୁ କୋଠା ନିର୍ମାଣ କରାଯାଇଛି। ନିକଟରେ ବଡ଼ ମେଡିକାଲ ପୁରୁଣା ଇନ୍‌ଡୋର୍‌ କୋଠାରୁ ସମସ୍ତ ୱାର୍ଡ଼କୁ ସୁପର୍‌ସ୍ପେସାଲିଟି କୋଠାକୁ ସ୍ଥାନାନ୍ତର କରାଯାଇଛି। ସେହିପରି ସୁପର୍‌ସ୍ପେସାଲିଟି ବ୍ଲକ୍‌ ମଧ୍ୟ କାର୍ଯ୍ୟକ୍ଷମ…
ଅଧିକ ଖବର ଦେଖନ୍ତୁ...

ମନ୍ଦିର, ମଠ ଜମି ବିକି ମାଫିଆ କୋଟିପତି, ପ୍ରଶାସନର ନଜର ପଡୁନି

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟିର ରାଜାରାଜୁଡ଼ା ଅମଳର ମଠ ଓ ମନ୍ଦିରର ଭୂ-ସମ୍ପତ୍ତି ଲୁଟି ଚାଲିଛନ୍ତି ଜମି ମାଫିଆ। ଅନେକ ମଠ ଓ ମନ୍ଦିର ସରକାରଙ୍କ ଦେବୋତ୍ତର ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହେଉଥିବା ବେଳେ ଆଉ କିଛି ପୂଜାରୀ ଓ ମହନ୍ତଙ୍କ ଅକ୍ତିଆରରେ ରହିଛି। କିଛି ମଠ ଓ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ନିର୍ମାଣରେ ଦୁର୍ନୀତିର ଗନ୍ଧ; ଅଧିକାରୀଙ୍କ ଗସ୍ତ ପୂର୍ବରୁ ରାତିଅଧିଆ ନିର୍ମାଣ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ତଦାରଖର ଅଭାବ ସାଙ୍ଗକୁ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି। ଅଭିଯୋଗ ଲୋକଲୋଚନକୁ ଆସିବା ମାତ୍ରକେ…
ଅଧିକ ଖବର ଦେଖନ୍ତୁ...

ଏମ୍‌କେସିଜି ମେଡିକାଲ କଲେଜକୁ ସରକାରୀ ସ୍ତରରେ ଅବହେଳା ଜାରି: ପୁଣି ୪ ଡାକ୍ତର ଗଲେ, ଆସିଲେ ଦୁଇ

ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜକୁ ସରକାରୀ ସ୍ତରରେ ଅବହେଳା ଜାରିରହିଛି। ଏ ବର୍ଷର ତୃତୀୟ ଦଫାରେ ଶୁକ୍ରବାର ଦିନ ପୁଣି ୪ଜଣ ଡାକ୍ତରଙ୍କୁ ଏଠାରୁ ବଦଳି କରିନିଆଯାଇଛି। ତାଙ୍କ ସ୍ଥାନରେ ଦୁଇଜଣ ଡାକ୍ତର ଏଠାକୁ ଆସିଛନ୍ତି। ଗତ ତିନିମାସ ଭିତରେ ତିନିଟି ପର୍ଯ୍ୟାୟରେ ଏମ୍‌କେସିଜିରୁ ୨୫…
ଅଧିକ ଖବର ଦେଖନ୍ତୁ...