ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ପୋତି ହୋଇଗଲାଣି ମାର୍କଣ୍ଡି ମୁହାଣ: ବିପଦରେ ୧୦ଟି ଗାଁର ମତ୍ସ୍ୟଜୀବୀ ପରିବାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ମାର୍କଣ୍ଡି ମୁହାଣ ଆଖପାଖ ମତ୍ସ୍ୟଜୀବୀ ଗ୍ରାମବାସୀଙ୍କ ଜୀବିକା ଏବେ ବିପଦରେ। ମୁହାଣ ପୋତି ହୋଇଯିବା ଫଳରେ ସମୁଦ୍ର ଭିତରକୁ ଡଙ୍ଗା ନେବା ଓ ଆଣିବା ସମ୍ଭବ ହେଉନାହିଁ। ଗତ କିଛିବର୍ଷ ଭିତରେ ମୁହାଣ ପୋତି ହେବାରେ ଲାଗିଛି।…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପତ୍ନୀଙ୍କ ନାଁରେ ଦ୍ଵିତୀୟ ଥର ଚାର୍ଜ ଫ୍ରେମ୍ କଲେ ସ୍ବତନ୍ତ୍ର ଭିଜିଲାନ୍ସ…

ଭୁବନେଶ୍ଵର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ନାଁରେ ଭୁବନେଶ୍ଵର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ଵିତୀୟ ଥର ଚାର୍ଜ ଫ୍ରେମ୍ କରିଛନ୍ତି। ପୂର୍ବରୁ ଭିଜିଲାନ୍ସ କୋର୍ଟରେ ଉଭୟଙ୍କ ନାଁ ୩୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିଲା। ଚାର୍ଜସିଟ୍ ରେ ଉଭୟଙ୍କ…
ଅଧିକ ଖବର ଦେଖନ୍ତୁ...

ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ପାଣ୍ଡିଆନଙ୍କ ପରାମର୍ଶ: ସଫଳତା ପାଇଁ କଠିନ ପରିଶ୍ରମ ଓ ଆତ୍ମବିଶ୍ବାସ ଦରକାର

ବ୍ରହ୍ମପୁର: ସଫଳତା ପାଇଁ କଠିନ ପରିଶ୍ରମ ସହ ଗଭୀର ଆତ୍ମବିଶ୍ବାସ ଦରକାର ବୋଲି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମତବ୍ୟକ୍ତ କରିଛନ୍ତି। ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଆମ୍ବପୁଆସ୍ଥିତ ବିବେକ ବିହାରଠାରେ ଆୟୋଜିତ ନୂଆ- ଓ କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ…
ଅଧିକ ଖବର ଦେଖନ୍ତୁ...

ନାବାଳକକୁ ହତ୍ୟା କଲା ନାବାଳକ; ଛୁରି ଭୁସି ନେଲା ହକିଷ୍ଟିକ୍ ମାଡ଼ର ପ୍ରତିଶୋଧ

ଖଲ୍ଲିକୋଟ: ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ କୈରାଶି ଗ୍ରାମର ମାଛମାର୍କେଟ ପାଖ ଭୀମସାଗର ହୁଡ଼ାରେ ଆଜି ସନ୍ଧ୍ୟା ୫.୩୦ ମିନିଟ ସମୟରେ ନାବାଳକର ଛୁରାମାଡ଼ରେ ଅନ୍ୟଜଣେ ନାବାଳକ ପ୍ରାଣ ହରାଇଛି। ମୃତ ନାବାଳକ ସ୍ଥାନୀୟ ବେଗୁନିଆପଡ଼ାସାହିର ଅରୁଣ ଦାଶଙ୍କ ପୁଅ ରାଜେଶ ଦାଶ(୧୭)। ଆଜି ରାଜେଶ…
ଅଧିକ ଖବର ଦେଖନ୍ତୁ...

ପ୍ରଦୂଷଣ ରୋକିବାକୁ ପ୍ରୟାସ: ପାଳକୁ ନ ପୋଡ଼ି ଜୈବିକ ଖତ ପ୍ରସ୍ତାବ

ବ୍ରହ୍ମପୁର: ସଂପ୍ରତି ରାସାୟନିକ ସାର ପ୍ରୟୋଗ ଦ୍ବାରା ଦିନକୁ ଦିନ ମାଟିର ଉର୍ବରତା ହ୍ରାସ ପାଉଛି। ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ବିଭିନ୍ନ ବ୍ଲକ୍‌ର ମାଟିରେ ଲବଣ ଅଂଶ ରହିଛି। ବିଶେଷକରି ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା ଓ ଚିକିଟିର ମାଟିରେ ଅଧିକ ମାତ୍ରାରେ…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ବେଳାଭୂମି ମହୋତ୍ସବ: ତୃତୀୟ ରାଜନୀରେ ମନ ମୋହିଲା ପ୍ରଜ୍ଞା, ଶିଳ୍ପାଙ୍କ ସଂଗୀତ 

ଗୋପାଳପୁର: ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଲୋକକଳା ନୃତ୍ୟ ସମେତ ଷ୍ଟାର୍‌ ନାଇଟ୍‌ କାର୍ଯ୍ୟକ୍ରମର ମନଭରି ଉପଭୋଗ କରିଛନ୍ତି ଦର୍ଶକ। ଆଜିର ଷ୍ଟାର୍‌ ନାଇଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଓ ଶିଳ୍ପା ରାଓ। ପ୍ରଜ୍ଞା ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ପିକ୍‌ନିକ୍‌ ଭ୍ୟାନ୍‌ ସହ ଯାତ୍ରୀବାହୀ ବସ୍‌, ସ୍କୋର୍ପିଓ ସହିତ ଅଟୋ-ବାଇକ୍‌ ଧକ୍କାରେ ୬ ମୃତ, ୧୦ ଆହତ

ଆସିକା/ବୋରିଗୁମ୍ମା: ରାଜ୍ୟରେ ଆଜି ୨ଟି ବଡ଼ଧରଣର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗଂଜାମ ଜିଲ୍ଲା ଆସିକା ଥାନା ଅଧୀନ ଖଡ଼ଭାଗରେ ଘଟିଥିବା ବସ୍‌-ଭ୍ୟାନ୍‌ ମୁହାଁମୁହିଁ ଧକ୍କାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। ସେହପରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଧୀନ…
ଅଧିକ ଖବର ଦେଖନ୍ତୁ...

ବସ୍-ଭ୍ୟାନ୍ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ପୁରୁଷ ଓ ଜଣେ ମହିଳାଙ୍କ ଜୀବନ

ଆସିକା: ଗଞ୍ଜାମ ଜିଲ୍ଲା ଖଡ଼ଭାଗ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବସ୍- ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ପିକଅପ୍ ଭ୍ୟାନରେ ଚାପି ହୋଇ…
ଅଧିକ ଖବର ଦେଖନ୍ତୁ...

ନକଲି ବନ୍ଧୁକ ଦେଖାଇ ଲୋକଙ୍କୁ ଡରାଉଥିଲେ ଯୁବକ, କାବୁ କଲେ ସ୍ଥାନୀୟ ଲୋକ

ବ୍ରହ୍ମପୁର: ଖେଳନା ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଥିବା ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରିବା ସହ ପୁଲିସର ଜିମା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଲଙ୍ଗଳେଶ୍ୱର ଗାଁ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଯାଞ୍ଚ ପରେ ବନ୍ଧୁକ ନକଲି ଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଶୁଖିଗଲା ଭଞ୍ଜନଗର ଜଳଭଣ୍ଡାର: ଗ୍ରୀଷ୍ମରେ ପିଇବା ପାଣି ସ୍ଥିତି ଉତ୍କଟ ଆଶଙ୍କା

ଭଞ୍ଜନଗର: ଜାନୁଆରିରେ ଜଳଭଣ୍ଡାରରେ ଅଛି ମାତ୍ର ୨୫ ପ୍ରତିଶତ ପାଣି। ଇଏ ହେଲା ଘୁମୁସରର ଜୀବନରେଖା ତଥା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳଭଣ୍ଡାରର ବର୍ତ୍ତମାନ ସ୍ଥିତି। ଦୀର୍ଘଦିନ ଧରି ଆଶାନୁରୂପ ବର୍ଷା ନହେବା ଫଳରେ ଜଳଭଣ୍ଡାରର ଜଳସ୍ତର ଏଭଳି ଚିନ୍ତାଜନକ ଭାବେ ହ୍ରାସ ପାଇବାକୁ ନେଇ ପରିବେଶବିତ୍…
ଅଧିକ ଖବର ଦେଖନ୍ତୁ...