ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାର ରାମଗୁଡା ଗାଁରୁ ଜଣେ ବଜ୍ରକାପ୍ତା କାତି ଚୋରା ଚାଲାଣକାରୀକୁ ଧରିଛି ଏସ୍ଟିଏଫ୍। ଚାଲାଣକାରୀ ଜଣକ ପ୍ରଫୁଲ ମଲ୍ଲିକ ବୋଲି ଜାଣିବାକୁ ମିଳିଛି। ଚୋରା ଚାଲାଣକାରୀକୁ ଧରିବା ସହ ଏସ୍ଟିଏଫ୍ ୬କେଜି ୯୦୦ଗ୍ରାମ କାତି ଜବତ କରିଥିବା ସୂଚନା ରହିଛି। ଏସ୍ଟିଏଫ୍ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନ ବିଭାଗ ସହାୟତାରେ ପ୍ରଫୁଲ୍ଲଙ୍କୁ ବାନ୍ଧିଥିବା ସୂଚନା ରହିଛି।
ଏସ୍ଟିଏଫ୍ ହାତରେ ଧରାପଡ଼ିଲା ବଜ୍ରକାପ୍ତା କାତି ଚୋରା ଚାଲାଣକାରୀ
/sambad/media/post_attachments/wp-content/uploads/2022/04/Untitled-99.jpg)