ଜୟପୁର: ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଜଣେ ଅବକାରୀ ଏସ୍‌ଆଇ ଧରାପଡ଼ିଛନ୍ତି। କୋରାପୁଟ ଜିଲ୍ଲାର କୋଟପାଡ଼ ଏସ୍‌ଆଇ ଥାଇଲ ଓରାମ ଜଣେ ଅଭିଯୁକ୍ତଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଗାଡ଼ି ଛାଡ଼ିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।