ବ୍ରହ୍ମପୁର: ଗଂଜାମ ଜିଲ୍ଲାର ପ୍ରସିଦ୍ଧ ତପ୍ତପାଣି ଘାଟିରେ ରବିବାର ବସ-ଅଟୋ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିକ୍ନିକ୍ ପାଇଁ ବସ୍ଟି ଭୁବନେଶ୍ୱରରୁ ଯାଇଥିଲା ବୋଲି ଜଣାପଡ଼ିଛି।
ଗଂଜାମ: ତପ୍ତପାଣି ଘାଟିରେ ବସ-ଅଟୋ ଦୁର୍ଘଟଣା, ୨ ମୃତ
/sambad/media/post_attachments/wp-content/uploads/2018/12/Accident_Sambad-Graphic-1.jpg)