ବ୍ରହ୍ମପୁର: ଗାଁରେ ବୁଲିଲା ଖଣ୍ଡା। ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ଯୁବକ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବାଲୁଙ୍କେଶ୍ୱରପୁର ଗାଁରେ ୫ରୁ ୬ ଜଣ ଯୁବକ ଆତଙ୍କ ଖେଳାଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାତି ଅଧରେ ସାହି ଭିତରେ ଖଣ୍ଡା ବୁଲାଇଛନ୍ତି ଏହି ଯୁବକମାନେ। କିଛି ସମୟ ପର୍ଯ୍ୟନ୍ତ ଯୁବକମାନେ ଖଣ୍ଡା ବୁଲାଇ ଆତଙ୍କରାଜ ଚଳାଇଥିଲେ। ଏହା ସହ ଘର ଉପରକୁ ପଥରମାଡ଼ ମଧ୍ୟ କରିଥିଲେ। ଏନେଇଗାଁରେ ଅଶାନ୍ତି ଓ ଭୟର ବାତାବରଣ ଦେଖିବାକୁ ମିଳିଥିଲା।
ଗାଁରେ ବୁଲିଲା ଖଣ୍ଡା: ଲୋକେ ଆତଙ୍କିତ
/sambad/media/post_attachments/wp-content/uploads/2024/01/Khallikote-Police-Station-e1700887974630-1200x675-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)