ଖୋର୍ଦ୍ଧା:ଆଜି ସକାଳେ ଖୋର୍ଦ୍ଧା ବଲାଙ୍ଗୀର ରେଲେଓ୍ଵ ଲାଇନ୍ର ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଷ୍ଟେସନ ନିକଟରେ ଜଣେ ଯୁବତୀ ଟ୍ରେନ୍ରେ କଟି ମୃତ୍ୟୁବରଣ କରିଛନ୍ତି। ତେବେ ଯୁବତୀଙ୍କ ପରିଚୟ ସ୍ପଷ୍ଟ ଭାବେ ମିଳି ନ ଥିଲେ ମଧ୍ୟ ତାଙ୍କ ଘର ଅଣହଳା ବାମଡିହ ଗାଁରେ ବୋଲିି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଖୋର୍ଦ୍ଧା: ଟ୍ରେନ୍ରେ କଟି ଯୁବତୀ ମୃତ
/sambad/media/post_attachments/wp-content/uploads/2018/03/khordha-copy-1.jpg)