ଗଞ୍ଜାମ: ନଭେମ୍ବର ୨୮-୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଗୋପାଳପୁର ଏବଂ ସୁନାପୁର ବେଳାଭୂମି | କିଛି ବିକାଶମୂଳକ କାର୍ଯ୍ୟ ଏବଂ ସଫେଇ କାର୍ଯ୍ୟ ପାଇଁ ବେଳାଭୂମିକୁ ବନ୍ଦ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି | ଏ ନେଇ ଟୁଇଟ କରି ସୂଚନା ଦେବା ସହ ନଭେମ୍ବର ୨୮-୩୦ ପର୍ଯ୍ୟନ୍ତ ବିଶାଳ ଜନସମାଗମକୁ ଏଡାଇବା ପାଇଁ ଦୟାକରି ସହଯୋଗ କରନ୍ତୁ, ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ଅପିଲ କରିଛନ୍ତି ଜିଲ୍ଲାପାଳ |
ନଭେମ୍ବର ୨୮-୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଗୋପାଳପୁର ଏବଂ ସୁନାପୁର ବେଳାଭୂମି
/sambad/media/post_attachments/wp-content/uploads/2020/11/t-319.jpg)