ସୁନ୍ଦରଗଡ଼: ଟିକସ ଫାଙ୍କି ଅଭିଯୋଗରେ ସୁନ୍ଦରଗଡ଼ ଟାଉନ ଥାନା ରିଜେଣ୍ଟ ମାର୍କେଟ ନିକଟ କଳିଙ୍ଗ ଷ୍ଟିଲସରେ ଜିଏସଟି ଚଢାଉ ହୋଇଛି। ଝାରସୁଗୁଡା ବାଣିଜ୍ୟକର ବିଭାଗର ଅତିରିକ୍ତ ଆୟୁକ୍ତ, ସତୀଶ ରଞ୍ଜନ ଜାଲଙ୍କ ନେତୃତ୍ବରେ ପ୍ରବର୍ତ୍ତନ ଟିମର ୯ ଜଣିଆ ଟିମ ଏହି ଚଢାଉରେ ସାମିଲ ହୋଇଛନ୍ତି । ମାଲିକ ଧିରଜ ଅଗ୍ରୱାଲଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟିଲର ଗୋଦାମ , ଘର ଏବଂ ଶଙ୍କରାସ୍ଥିତ ଏକ ଭଡ଼ାରେ ଲାଗିଥିବା ସପିଂ ମଲରେ ଏକକାଳୀନ ଚଢାଉ ଜାରି ରହିଛି ।
ଟିକସ ଫାଙ୍କିବା ଅଭିଯୋଗରେ ସୁନ୍ଦରଗଡ଼ କଳିଙ୍ଗ ଷ୍ଟିଲସରେ ଜିଏସଟି ଚଢ଼ଉ
/sambad/media/post_attachments/wp-content/uploads/2023/03/12675b36-4d89-4e65-9a41-50e35ed4c091.jpg)