ଗଞ୍ଜାମ : ପୁଣି ଅଶାନ୍ତ ହେଲା ଗଞ୍ଜାମ ଜିଲ୍ଲାର ହଂସପୁର । ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା ହତ୍ୟା ଘଟଣାରେ ପୋଲିସ ଦ୍ବାରା ଅଟକ ରହିଥିବା ବ୍ୟକ୍ତିଙ୍କ ଗାଡି ଓ ଦୋକାନ ଭାଙ୍ଗରୁଜା । ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏଭଳି କରିଛନ୍ତି ଗ୍ରାମବାସୀ । ଗତ ସୋମବାର ପୋଲିସଙ୍କୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଥିଲେ ହଂସପୁର ଗ୍ରାମବାସୀ । ଏହି ଘଟଣାକୁ ନେଇ ହଂସପୁରରେ ଚାପା ଉତ୍ତେଜନା ଲାଗିରହିଛି ।
ସୂଚନାଯୋଗ୍ୟ ଯେ, ଚଳିତ ମାସ ୨୨ ତାରିଖରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ ହତ୍ୟା କରାଯାଇଥିଲା। । ଗତ ୨୫ ତାରିଖରେ ଘଟଣାକୁ ନେଇ କୃଷ୍ଣଚନ୍ଦ୍ରଙ୍କ ଭାବି ପତ୍ନୀ ଆତ୍ମହତ୍ୟା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/fire-2.jpg)