ନେମାଳ: କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ତିଲିକଣା ପଞ୍ଚାୟତର ଉଆଁଶାଳ-ବାଘୁଆ ଗାଁ ମଝି ଗୋହିରରେ ଏକ ଶିଶୁର କଟାମୁଣ୍ଡ ପୁଲିସ ଜବତ କରିଛି। ଜବତ ହୋଇଥିବା ଶିଶୁଟିର କଟା ମୁଣ୍ଡରେ କଳା, ସିନ୍ଦୁର ଲାଗିଥିବାରୁ ଶିଶୁଟିକୁ ବଳି ଦିଆଯାଇଥିିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି।। ତେବେ ଏ ପର୍ଯ୍ୟନ୍ତ ନିକଟବର୍ତ୍ତୀ ବା ନେମାଳ ଥାନା ଅଞ୍ଚଳରେ କୌଣସି ଶିଶୁ ନିଖୋଜ ନେଇ କୌଣସି ଅଭିଯୋଗ ହୋଇ ନ ନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp