ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ କାଳବୈଶାଖୀ ତାର ତାଣ୍ଡବ ଦେଖୁବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ପବନ ବୋହିବା ସହ ବିଜୁଳି ଘଡଘଡି ଶବ୍ଦରେ ସାରା ଅଞ୍ଚଳ ପ୍ରକମ୍ପିତ ହେବା ସହ ପ୍ରବଳ ବର୍ଷା ହୋଇଥିଲା। ଏହା ପ୍ରଭାଵ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଳିକାପୋଡ଼ି ପଞ୍ଚାୟତ ଅଞ୍ଚଳରେ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ଘଡଘଡି ବର୍ଷା ହେଇଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ମାଳିକାପୋଡ଼ି ଚର୍ଚ୍ଚ ନିକଟରେ ରହିଥିବା ବଡ କୃଷ୍ଣଚୂଡ଼ା ଗଛ ରାସ୍ତା ଉପରେ ଭାଙ୍ଗି ପଡ଼ିଥିବା ବେଳେ ବିବେକ ନାୟକ ଓ ରିସାଙ୍ଗା ନାୟକଙ୍କର ଦୋକାନ ଘର ଆଜବେଷ୍ଟ ଓ ଟିଣ ଉଡିଯାଉଥିବା ଦେଖିବାକୁ ମିଳିଛି। ଦୋକାନ ଘରର ଜିନିଷ ପତ୍ର ସମ୍ପୂର୍ଣ ନଷ୍ଟ ହେବା ସହିତ ଦୋକାନ ଭାଙ୍ଗିଥିବା ଦେଖିବାକୁ ମିଳିଛି।
ତେବେ ଏହାର ପ୍ରଭାବରେ ବାଡେନାଜୁ, ପାଙ୍ଗାନାଜୁ, ମାଲିକାପୋଡ଼ି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/IMG-20240602-WA0208.jpg)