ବାଳାଶ୍ରମରେ ଦୀପାବଳି ପାଳନ କଲେ ଆଇଜି-ବାଲେଶ୍ୱର ଏସ୍‌ପି

ବାଲେଶ୍ୱର: ଆଇଜି ଦିପ୍ତେଶ ପଟ୍ଟନାୟକ ଓ ଏସପି ବି. ଯୁଗଳ କୁମାର ରବିବାର ବାଳାଶ୍ରମରେ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ ଉଭୟ ବରିଷ୍ଠ ଅଧିକାରୀ ବାଳାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ବାଣ ବାଣ୍ଟିଛନ୍ତି। ପୁଲିସ ଅଧିକାରୀମାନେ ପିଲାମାନଙ୍କ ସହ ଦୀପାବଳି ପାଳନ କରି ଖୁସି ବାଣ୍ଟିଛନ୍ତି।

 

ସମ୍ବନ୍ଧିତ ଖବର