ଗୋଷ୍ଠୀ ସଂଘର୍ଷରେ ୧୨ ଗୁରୁତର

ବାଲିକୁଦା : ସରସ୍ବତୀ ପୂଜାରେ ମାଇକ ବଜାକୁ କେନ୍ଦ୍ର କରି ଜଗତ୍‌ସିଂହପୁର ବାଲିକୁଦା ଥାନା ବୋରିକିନା ପଂଚାୟତ କୁନ୍ଦୁପୁରୁ ଗାଁରେ ଘଟିଛି ଗୋଷ୍ଠୀ ସଂଘର୍ଷ। ଏହି ଘଟଣାରେ ଉଭୟ ପକ୍ଷରୁ। ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କୁ କଟକ ଚିକିତ୍ସା ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର