ଗୋପାଳପୁର: ରଘୁନାଥପୁର ବ୍ଲକ୍ ପୁରୁଣାବସନ୍ତ ପଞ୍ଚାୟତସ୍ଥ ବାଲହଂସା ଗ୍ରାମରେ ଆଜି ପୂବାହ୍ନରେ ଅବକାରୀ ବିଭାଗ ଚଢ଼ଉ କରି ୬କିଲୋ ୭ଶହ ଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ଏହାକୁ ବିକ୍ରି କରୁଥିବା ସୁକାନ୍ତ ସାହୁଙ୍କୁ ଗିରଫ କରିଛି। ଏହି ଗ୍ରାମରେ ଗଞ୍ଜେଇ ବେପାର ଚାଲିଥିବା ନେଇ ଅବକାରୀ ବିଭାଗ ଖବର ପାଇବାରୁ ଆଜି ପୂର୍ବାହ୍ନ ୧୦ଟା ବେଳେ ବିଭାଗର ସବ୍-ଇନ୍ସପେକ୍ଟର କୁଳମଣି ନାୟକଙ୍କ ନେତୃତ୍ୱରେ ଏକ ସ୍କ୍ଵାଡ ଗାଁର ସୁକାନ୍ତ ସାହୁଙ୍କ ଘରେ ଚଢ଼ଉ କରିଥିଲା। ତାଙ୍କ ଘରୁ ସ୍କ୍ଵାର୍ଡକୁ ୬ କିଲୋ ୭ଶହ ଗ୍ରାମ ଗଞ୍ଜେଇ ମିଳିଥିଲା। ସ୍କ୍ଵାଡ ଉକ୍ତ ଗଞ୍ଜେଇକୁ ଜବତ କରିବା ସହ ସୁକାନ୍ତଙ୍କୁ ଗିରଫ କରିଛି।
୭କିଲୋ ଗଞ୍ଜେଇ ସହ ବେପାରୀ ଗିରଫ
/sambad/media/post_attachments/wp-content/uploads/2018/03/arrest-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)