ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ କନକପୁର ପଞ୍ଚାୟତ କୋଷ୍ଠୀମାଲିକାପୁର ଓ ସରଦୋଳା ଜେନା ସାହି ୬ ଦିନ ହେଲା ପାଣି ଘେରରେ ରହିଛି। ୧୬ଟି ପରିବାରକୁ ଏ ପର୍ଯ୍ୟନ୍ତ ରିଲିଫ୍ ମିଳିନାହିଁ। ଗାଁ ପାଖ ରାସ୍ତାର ଗୋଟିଏ ପାର୍ଶ୍ୱରେ ବର୍ଷା ପାଣି ନିଷ୍କାସନ ନ ହେବା ଫଳରେ ଧାନଗଛ ପଚି ନଷ୍ଟ ହୋଇଯାଇଛି।
/sambad/media/post_attachments/wp-content/uploads/2021/09/a1674765-40e7-4953-b7ed-326bb009332a.jpg) ଆର ଆଇ ସେହି ଗାଁକୁ ଯାଇ ସର୍ଭେ କରିଥିଲେ। କିନ୍ତୁ ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ସହାୟତା ମିଳିନାହିଁ। କଚା ଘର ଭାଙ୍ଗି ଯାଇଥିବାରୁ କସ୍ତୁରୀ ଜେନା, ସୁବଳ , ରବୀନ୍ଦ୍ର, ଗୀତା, ହେମନ୍ତ, ରମେଶ, ଝୁନା, ଆକାଶ, ସରଳା ଜେନା, କାଳନ୍ଦୀ ଘଡେଇ, ସଞ୍ଜୟ, ଅଜୟ ଘଡେଇ ଓ ନିଲୁ ଗୋଛୟତଙ୍କ ଘର ଆଂଶିକ ଭାଙ୍ଗିଛି
ଆର ଆଇ ସେହି ଗାଁକୁ ଯାଇ ସର୍ଭେ କରିଥିଲେ। କିନ୍ତୁ ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ସହାୟତା ମିଳିନାହିଁ। କଚା ଘର ଭାଙ୍ଗି ଯାଇଥିବାରୁ କସ୍ତୁରୀ ଜେନା, ସୁବଳ , ରବୀନ୍ଦ୍ର, ଗୀତା, ହେମନ୍ତ, ରମେଶ, ଝୁନା, ଆକାଶ, ସରଳା ଜେନା, କାଳନ୍ଦୀ ଘଡେଇ, ସଞ୍ଜୟ, ଅଜୟ ଘଡେଇ ଓ ନିଲୁ ଗୋଛୟତଙ୍କ ଘର ଆଂଶିକ ଭାଙ୍ଗିଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/24259fb3-7c61-401d-9a40-7d117e039b0a.jpg)
