ଜଗତସିଂହପୁର ସଦର: ଜଗତସିଂହପୁର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ଗ୍ରାମର ଯତୀନ୍ଦ୍ର ସ୍ୱାଇଁ (୫୨) ତାଙ୍କ ପୁତୁରା ସ୍ମୃତିରଂଜନ ସ୍ୱାଇଁଙ୍କ ସ୍ତ୍ରୀଙ୍କୁ ୧୪ ତାରିଖ ସଂଧ୍ୟାରେ ଅପହରଣ କରିଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଅପହରଣ ନେଇ ଥାନାରେ ଅଭିଯୋଗ କଲେ ଯତୀନ୍ଦ୍ର ସ୍ମୃତିରଂଜନଙ୍କୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ସ୍ମୃତିରଂଜନଙ୍କ ଅଭିଯୋଗ ପାଇବା ପରେ ପୁଲିସ କେସ୍ ନମ୍ବର ୧୮୩/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ପୁତୁରାବୋହୂଙ୍କୁ ଅପହରଣ ଅଭିଯୋଗ
/sambad/media/post_attachments/wp-content/uploads/2018/08/indian-bride-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)