ପାରାଦୀପ: ପାରାଦୀପର ସାରଳା ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଦୁଇଟି ହୁଣ୍ଡିରୁ ଚୋରି ହୋଇଛି। ବଡ଼ପଡ଼ିଆ ନିକଟରେ ଥିବା ମା ସାରଳାଙ୍କ ମନ୍ଦିରରେ କେହି ଦୁର୍ବୃତ୍ତ ଗତକାଲି ରାତ୍ରିରେ ଆସି ଦୁଇଟି ଯାକ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କା ଚୋରି କରି ଚାଲିଯାଇଥିବା ଜଣାପଡ଼ିଛି।
ମନ୍ଦିର କର୍ତ୍ତୃପକ୍ଷ ଏନେଇ ପାରାଦୀପ ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/st.jpg)