ପାରାଦୀପ : ଜାହାଜ ଭିତରେ ତଟରକ୍ଷୀ ବାହିନୀ ଯବାନଙ୍କ ଆତ୍ମହତ୍ୟା

ପାରାଦୀପ :   ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି l ଯବାନ ଜଣକ ହେଲେ କେରଳ ଅଞ୍ଚଳର ଗୌତମନ ଏ.କେ. l ସେ ପାରାଦୀପ ବନ୍ଦର ନିକଟରେ ଥିବା ରେଜିଆ ସୁଲତାନ ଯୁଦ୍ଧ ଜାହାଜ ମଧ୍ୟରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି l ଏ ନେଇ ସାମୁଦ୍ରିକ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର