ପାରାଦୀପ: ପାରାଦୀପ ଅଠରବାଙ୍କୀ ଛକରେ ଏକ ଟ୍ରକ୍ ସହ ଦୁର୍ଘଟଣା ଘଟି ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଅଫିସରୁ ଡିଉଟି ସାରି ଘରକୁ ଫେରୁଥିବା ବେଳେ ବାଇକ୍ ଆରୋହୀଙ୍କ ଉପରେ ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତକଙ୍କ ନାମ ହେଉଛି ଲକ୍ଷ୍ମଣ ଟୁଡୁ ଓ ସେ ସ୍ଥାନୀୟ ବାଲିଝରା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ଛି।
ପାରାଦୀପ: ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଚାଳକ ମୃତ
/sambad/media/post_attachments/wp-content/uploads/2020/11/Untitled-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)