ଜଗତସିଂହପୁର : ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଏକ ପଞ୍ଚାୟତର ମହିଳା ସରପଞ୍ଚଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ୍ ଖୋଲି ଅଶ୍ଳୀଳ ଭିଡିଓ ଓ ଫଟୋ ଅପଲୋଡ୍ କରୁଥିବା ଯୁବକଙ୍କୁ ପୁଲିସ ଧରିପାରିଛି। ମହିଳା ସରପଞ୍ଚଙ୍କ ଅଭିଯୋଗ ଆଧାରରେ ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରିବା ସହ ସେ ବ୍ୟବହାର କରିଥିବା ମୋବାଇଲ୍କୁ ଜବତ କରିଛି। ଯୁବକଜଣକ ହେଲେ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁର ଚୌଧୁରୀ ପ୍ରକାଶ ବେଉରା ଓରଫ ଝାଟୁଆ(୩୫)। ଆଜି ପୁଲିସ ଝାଟୁଆଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ଫେସ୍ବୁକ୍ରେ ମହିଳା ସରପଞ୍ଚଙ୍କ ଅଶ୍ଳୀଳ ଭିଡିଓ ଛାଡ଼ି ଯୁବକ ଗିରଫ
/sambad/media/post_attachments/wp-content/uploads/2018/07/pdp-facebook.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)