ଜଗତସିଂହପୁର ଏସ.ଭି.ଏମ୍ କଲେଜ ପରିଚାଳନା କମିଟିର ସଭାପତି ହେଲେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ। ଏହି କଲେଜରେ ଦୀର୍ଘଦିନ ଧରି ସ୍ୱର୍ଗତ ବିଷ୍ଣୁ ଦାସ ସଭାପତି ରହି ଆସିଥିଲେ। ତାଙ୍କ ମୃତ୍ୟୁ ପରେ ସଭାପତି ପଦ ଖାଲି ପଡିଥିଲା। ଶ୍ରୀ ସାହୁଙ୍କୁ କଲେଜର ଅଧ୍ୟକ୍ଷା ନିତାରାଣୀ କରଙ୍କ ସମେତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/post_attachments/wp-content/uploads/2020/11/7ad38449-950f-4cd7-a399-657e4f14956c.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/d94068eb-fc20-43fe-a24c-85a5eab3e6b0.jpg)