ବରୀ: ଯାଜପୁର ଜିଲ୍ଲା ବରୀ ବ୍ଲକର ବାଇଁଶିରିଆ ପଞ୍ଚାୟତର ସତୀପଡିଆରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଗ୍ରାମର ୯ ଘର ଜଳିଯିବା ସହ ୯ ପରିବାର ସଂପୂର୍ଣ୍ଣ ବାସହରା ହୋଇ ଯାଇଛନ୍ତି। ଘରେ ଥିବା ସମସ୍ତ ଧନସମ୍ପତ୍ତି, ଆସବାପତ୍ର ଓ କାଗଜପତ୍ର ଜଳିପୋଡି ପାଉଁଶ ହୋଇଯାଇଛି। ତେବେ ନିଆଁ କିପରି ଲାଗିଲା ତାହା ଏଯାବତ୍ ଜଣାପଡ଼ି ନାହିଁ।
ଯାଜପୁର: ବରୀରେ ଭୟାବହ ଅଗ୍ନିକାଣ୍ଡ, ବାସହରା ହେଲେ ୯ ପରିବାର
/sambad/media/post_attachments/wp-content/uploads/2020/12/9b1de059-9f62-4b10-8c9b-8b514845788b-1.jpg)