ଯାଜପୁର:ଯାଜପୁର ଜିଲ୍ଲା ଅନ୍ତର୍ଗତ ବରି ବ୍ଲକ୍ ବିଜେଡି ସଭାପତି ସେକ୍ ସଫିକଉଦ୍ଦିନ୍ (ଟାଲି)ଙ୍କୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡିରୁ ନିଲମ୍ବିତ କରିଥିବା ଜଣାଯାଇଛି। ତାଙ୍କ ବିରୋଧରେ ଗତ ସାଧାରଣ ନିର୍ବାଚନ ସମୟରେ ଦଳ ବିରୋଧୀ ଗତିବିଧିର ଅଭିଯୋଗ ଆସିଥିଲା।
ବିଜେଡିରୁ ବରି ବ୍ଲକ୍ ସଭାପତି ନିଲମ୍ବିତ
/sambad/media/post_attachments/wp-content/uploads/2019/05/bjd.jpg)