ଯାଜପୁର: ଆଜି ସକାଳେ ନଦୀରେ ଅଜଣା ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ଯାଜପୁର ଟାଉନ ଥାନା ବୈତରଣୀ ନଦୀର କୋଦଣ୍ଡପୁର ଘାଟରେ ଲାଗିଛି ଏହି ମୃତଦେହ। ମୃତକକୁ କେହି ହତ୍ୟା କରିଥିବା ସନ୍ଦେହ ଉପୁଜିଛି। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ବୈତରଣୀ ନଦୀରୁ ମିଳିଲା ଅଜଣା ମୃତଦେହ, ପୁଲିସର ତଦନ୍ତ ଆରମ୍ଭ
/sambad/media/post_attachments/wp-content/uploads/2024/05/12f24b4c-fcb1-4db7-9003-c35a25141e85.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)