ବୈତରଣୀ ନଦୀରୁ ମିଳିଲା ଅଜଣା ମୃତଦେହ, ପୁଲିସର ତଦନ୍ତ ଆରମ୍ଭ

ଯାଜପୁର: ଆଜି ସକାଳେ ନଦୀରେ ଅଜଣା ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ଯାଜପୁର ଟାଉନ ଥାନା ବୈତରଣୀ ନଦୀର କୋଦଣ୍ଡପୁର ଘାଟରେ ଲାଗିଛି ଏହି ମୃତଦେହ। ମୃତକକୁ କେହି ହତ୍ୟା କରିଥିବା ସନ୍ଦେହ ଉପୁଜିଛି। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର