ଯାଜପୁର: ବ୍ରାହ୍ମଣୀ ନଦୀରେ ବୁଡ଼ି ବୃଦ୍ଧ ମୃତ

ଯାଜପୁର: ବ୍ରାହ୍ମଣୀ ନଦୀରେ ବୁଡ଼ି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବ୍ରାହ୍ମଣୀ ନଦୀର ମିଜାପୁର ଛନ୍ଦାକୁ ଗାଧାଇବାକୁ ଯାଇଥିବା କେଶବ ଚନ୍ଦ୍ର ଓଝାଙ୍କର ନଦୀରେ ବୁଡ଼ିଯିବା ହେତୁ ମୃତ୍ୟୁ ଘଟିଛି। ତାଙ୍କ ବୟସ ୬୫ ବର୍ଷ। ଖବର ପାଇଁ ବରୀ ଅଗ୍ନିଶମ ବାହିନନୀ ପକ୍ଷରୁ ମୃତ ଶରୀରକୁ ନଦୀରୁ ଉଦ୍ଧାର କରାଯାଇ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର