ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଯାଜପୁର ଟାଉନ: ସ୍ଥାନୀୟ ପ୍ରହରାଜପୁର ଗ୍ରାମରେ ଜଣେ ଯୁକ୍ତଦୁଇ କଲେଜ ଛାତ୍ରୀଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ଏନେଇ ଟାଉନ୍ ଥାନାରେ ପରିବାର ଲୋକେ ଖବର ଦେବା ପରେ ପୁଲିସ ୨୭୭/୧୮ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚିଛି। ଛାତ୍ରୀଙ୍କ ନାମ ରଶ୍ମିତା ପ୍ରିୟଦର୍ଶନୀ ସାହୁ। ପ୍ରେମ ଜନିତ କାରଣରୁ ସେ ଆତ୍ମହତ୍ୟା କରିଛି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା କହିଛି।

ସମ୍ବନ୍ଧିତ ଖବର