ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ବରୁଣେଶ୍ବର ପୀଠରେ ମକରମେଳା

ବିଂଝାରପୁର: ମକର ସଂକ୍ରାନ୍ତି ଅବସରରେ ବିଂଝାରପୁର ବ୍ଲକ୍‌ ଅନ୍ତର୍ଗତ ଅରେଇସ୍ଥିତ ବାବା ବରୁଣେଶ୍ବରଙ୍କ ପୀଠରେ ଆଜି ଠାରୁ ମକର ମେଳା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବରୁଣେଶ୍ବରଙ୍କ ମୁଖ୍ୟ ମନ୍ଦିରରୁ ଜଳ ନିଷ୍କାସନ ପରେ ବାବାଙ୍କ ବଡ଼ସିଂହାର…
ଅଧିକ ଖବର ଦେଖନ୍ତୁ...

ଖଣି ଅଞ୍ଚଳର ବିକାଶ ସରକାରଙ୍କ ପ୍ରାଥମିକତା: ଖଣି ମନ୍ତ୍ରୀ

କାଳିଆପାଣି : ‘ବିଲୁପ୍ତ ଜନଜାତି, ପାରମ୍ପରିକ ‌ଆଦିବାସୀ ଓ ପଛୁଆବର୍ଗକୁ ନେଇ ସୌରିକ ଇଲାକା କୁହାଯାଉଥିବା ଖଣିଅଞ୍ଚଳର ବିକାଶକୁ ସରକାର ପ୍ରାଥମିକତା ଦେଇଆସିଛନ୍ତି ବୋଲି ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି। ଓଡ଼ିଶା ଖଣି ନିଗମ(ଓଏମ୍‌ସି)…
ଅଧିକ ଖବର ଦେଖନ୍ତୁ...

୬ ମାସ ହେଲା ମିଳିନି ଭତ୍ତା, ହିତାଧିକାରୀଙ୍କ ଧାରଣା

ବ୍ୟାସନଗର: ଭତ୍ତାରୁ ବଞ୍ଚିତ ଜଣେ ହିତାଧିକାରୀ ବ୍ୟାସନଗର ପୌରକାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଏହି ହିତାଧିକାରୀ ଜଣକ ହେଲେ ବ୍ୟାସନଗର ପୌରାଞ୍ଚଳ ୧୫ ନମ୍ବର ୱାର୍ଡର ପୀତବାସ ମଲ୍ଲିକ। ପୀତବାସଙ୍କ ଅଭିଯୋଗ ଅନୁଯାୟୀ, ଗତ ୬ ମାସ ହେଲା ତାଙ୍କୁ ଭତ୍ତା ମିଳିନାହିଁ। ପୌର…
ଅଧିକ ଖବର ଦେଖନ୍ତୁ...

ରେଳଧାରଣାରୁ କାରଖାନା ଶ୍ରମିକଙ୍କ ଶବ ଜବତ

ଯଖପୁରା: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ  ଯାଖପୁରା ଥାନା ସମ୍ମୁଖରେ ଟାଟା ପ୍ଲାଣ୍ଟକୁ ଯାଇଥିବା ରେଳଧାରଣାରୁ ନ୍ୟୁ ଭିଷ୍ଟା ସିମେଣ୍ଟ କାରଖାନାର ଶ୍ରମିକ ସୁନୀଲ କୁମାର ଯାଦବ(୨୫)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁନୀଲଙ୍କର କେବଳ ବାମ ହାତ କଟିଯାଇଛି। ରାଜ କୁମାର ଯାଦବଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ଟ୍ରଲରକୁ ପଛରେ ପିଟିଲା କାର୍: ୨ଜଣଙ୍କ ମୃତ୍ୟୁ

କୁଆଖିଆ: ଯାଜପୁର ଜିଲ୍ଲା କୁଆଖିଆ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ-୧୬ରେ ଗୋପାଳପୁର ନିକଟରେ ଏକ ଠିଆ ହୋଇଥିବା ଟ୍ରଲରକୁ କାର୍ ପଛରେ ପିଟିଛି। ଏହାଫଳରେ ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଦୁଇ ମୃତକ ଜଗତସିଂହପୁରରୁ ଘଟଗାଁ…
ଅଧିକ ଖବର ଦେଖନ୍ତୁ...

ଏମିତି ଲଘୁଖଣିଜ ସମ୍ପଦ ଦୁର୍ନୀତି ରୋକିବ ଖଣି ବିଭାଗ! ୨୭ ତହସିଲଦାରଙ୍କ ବଦଳରେ ଏବେ ଜଣେ ଡିଡିଏମ୍‌

ଯାଜପୁର : ବିଭିନ୍ନ ତହସିଲରେ ଲଘୁଖଣିଜ ସମ୍ପଦ ଦୁର୍ନୀତି ସୀମା ଟପିବା ପରେ ଏହାର ନିୟନ୍ତ୍ରଣ ଦାୟିତ୍ବ ତହସିଲ ବଦଳରେ ଖଣି ବିଭାଗ ହାତକୁ ଯାଇଛି। ଯାଜପୁରରୋଡ଼ ଖଣି ବିଭାଗ ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ଅଧୀନରେ ଯାଜପୁର ଜିଲ୍ଲା ସହିତ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ରହିଛି। ଏହି ୩ଟି ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ପାନ୍ଥନିବାସ, କଲ୍ୟାଣ ମଣ୍ଡପ ପରିଚାଳନା କରିବେ ମହିଳା

ଯାଜପୁରସଦର: ଯାଜପୁର‌ ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଦାୟିତ୍ବ ଏବେ ମହିଳାଙ୍କ ହାତ‌ରେ। ଓଡ଼ିଶାର ପ୍ରଥମ ମିସନ ଶକ୍ତି ଭବନ ଯାଜପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ହେବା ପରେ ଏହାର ଦାୟିତ୍ବ ଜିଲ୍ଲା ମହିଳା ମହାସଂଘ ହାତରେ ରହିଛି। ଏଠାରେ  ସ୍ବୟଂସହାୟକ ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ସ୍ବାସ୍ଥ୍ୟ ବିଭାଗରେ ରୂପାନ୍ତରୀକରଣ: ୪ ଡାକ୍ତରଖାନା ରୂପରେଖ ବଦଳିବ

ଯାଜପୁରସଦର: ଯାଜପୁର ଜିଲ୍ଲାର ୪ ଟି ପ୍ରମୁଖ ଚିକିତ୍ସାଳୟକୁ ୫-ଟି ଯୋଜନାରେ ରୂପାନ୍ତରୀକରଣ କରାଯିବ। ଖୁବ୍‌ଶୀଘ୍ର ଏହାର  ନବୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଦାନଗଦି ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ସୌରିକ ଯୁବ​ ମହୋତ୍ସବ: ମନ ମୋହିଲେ ବଲିଉଡ୍‌ ତାରକା ବିନୋଦ ରାଠୋର

କାଳିଆପାଣି : ଆଞ୍ଚଳିକ ଶାନ୍ତି, ସଂହତି ଓ ପ୍ରଗତିର ସଂଗମସ୍ଥଳ ହେଉଛି ସୌରିକ ଯୁବ ମହୋତ୍ସବ। ଏ ପରମ୍ପରା ସବୁଦିନ ପାଇଁ ଅକ୍ଷୁଣ୍ଣ ରହୁ ଏବଂ ଏ ମାଟି ଆଗକୁ ବଢ଼ୁ ବୋଲି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ। ଅଷ୍ଟମ ବାର୍ଷିକ ସୌରିକ ଯୁବ ମହୋତ୍ସବ…
ଅଧିକ ଖବର ଦେଖନ୍ତୁ...

ବ୍ରାଉନ ସୁଗାର ଜବତ, ୨ ଗିରଫ

ପାଣିକୋଇଲି,: ପାଣିକୋଇଲି ପୁଲିସ ଓ ସ୍ବତନ୍ତ୍ର ସ୍କ୍ବାଡ୍‌ ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ମହିନ୍ଦ୍ରା ସୋରୁମ ନିକଟ ଏକ ଦୋକାନରେ ଚଢ଼ଉ କରି ୩.୧ ଗ୍ରାମ୍‌ ବ୍ରାଉନ ସୁଗାର ଜବତ ହେବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ପାଣିକୋଇଲି…
ଅଧିକ ଖବର ଦେଖନ୍ତୁ...