ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ବଜ୍ରପାତ ରୋକିବ ତାଳଗଛ: କେଉଁଠି ନିର୍ଦ୍ଦେଶ ପାଳନ, କେଉଁଠି ନାହିଁ

କେନ୍ଦୁଝର: କେନ୍ଦୁଝରରେ ବଜ୍ରାଘାତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାର ଏହି ପାହାଡ଼ିଆ ଜିଲ୍ଲାରେ ଅଧିକ ବଜ୍ରପାତ ହେଉଥିବାରୁ ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ତାଳଗଛ ଲଗାଯାଉଛି।…
ଅଧିକ ଖବର ଦେଖନ୍ତୁ...

ବେଆଇନ ହମ୍ପସ ନେଇଗଲା ଜୀବନ: ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଯାଜପୁର: ଯାଜପୁର-ବରୁଆଁ ୨୦ନଂ ଜାତୀୟ ରାଜପଥ ଗୋଖନା ଛକ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ମାନସ ବେହେରା(୨୮)। ବେଆଇନ୍‌ ହମ୍ପସ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଆଜି ଅପରାହ୍ନରେ ଏକ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଚୋରମୁହାଁ ପଞ୍ଚାୟତ ସରପଞ୍ଚଙ୍କ ମୃତ୍ୟୁ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଚୋରମୁହାଁ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ମହାନ୍ତି (୩୯) ଙ୍କର ଆଜି ଏକ ଦୁର୍ଘଟଣାରେ ମୃତ୍ୟୁ​ ହୋଇଛି। ସୂଚନା ଅନୁସାରେ ପ୍ରଦ୍ୟୁମ୍ନ ମହାନ୍ତି ଆଜି ମିର୍ଜାପୁରରେ ଏକ ଉତ୍ସବରେ ଯୋଗ ଦେବାପାଇଁ ଅପରାହ୍ଣ ପ୍ରାୟ ୨ଟାରେ ସେ ବାଇକ୍…
ଅଧିକ ଖବର ଦେଖନ୍ତୁ...

ବର୍ଷାରେ ମୁଗଫସଲ ନଷ୍ଟ

ବିଂଝାରପୁର: ଦୁଇଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବିଂଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଶହଶହ ହେକ୍ଟର ଜମିର ମୁଗ ଫସଲ ସହ ତରଭୁଜ, ପନିପରିବା ଓ ବାଦାମ ଫସଲ ନଷ୍ଟ ହୋଇଯାଇଛି। କୃଷି ବିଭାଗର ସୂଚନା ଅନୁଯାୟୀ ବ୍ଲକର ବିଭନ୍ନ ପଞ୍ଚାୟତରେ ୮ ହଜାର ୨ ଶହ ହେକ୍ଟର ଜମିରେ ମୁଗ ଫସଲ,…
ଅଧିକ ଖବର ଦେଖନ୍ତୁ...

ଗାଁ ପୋଖରୀରେ ଭାସୁଛି ନାବାଳିକାର ମୃତଦେହ

ଯାଜପୁର: ଗାଁ ପୋଖରୀରେ ଭାସୁଛି ନାବାଳିକାର ମୃତଦେହ। ଯାଜପୁର ସଦର ଥାନା ଅନ୍ତର୍ଗତ ବଡ଼ ଜଳହରା ଗାଁ ନିକଟରେ ଥିବା ବେଣ୍ଟା ପୋଖରୀରେ ଭାସୁଛି କାଳନ୍ଦୀ ଜେନାଙ୍କ ଝିଅ ଅନୁ ଜେନାଙ୍କ ମୃତଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏଣେ ସଦର ଥାନା ପୁଲିସ ତଦନ୍ତ ଜାରି ରଖିଛି।
ଅଧିକ ଖବର ଦେଖନ୍ତୁ...

୫ ଗାଁରେ ପାଳିତ ହେଲା ବାହାବଙ୍ଗା ପର୍ବ

କାଳିଆପାଣି: ସୁକିନ୍ଦା ବ୍ଲକ୍‌ କଅଁସ ଓ କାଳିଆପାଣି ପଞ୍ଚାୟତର ୫ଟି ଗାଁ କମର୍ଦ୍ଦା, ହାତୀହୁଡ଼ି, ବାଲିପୁରା(ବ‌ାଲିପଡ଼ା) ବାଘରାଇ ସାହି, ଶ୍ୟ‌ାମସାହି ଓ ଚିରିଗୁଣିଆ ମ‌ାଝିସାହିରେ ଗତକାଲି ଆଞ୍ଚଳିକ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ଗଣପର୍ବ ବାହାବଙ୍ଗା ଉଦ୍‌ଯାପିତ ହୋଇଛି। ଶୁକ୍ରବାରରୁ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କୁ ବିପଦ ପରିତ୍ୟକ୍ତ ଅଚଳ ମୋବାଇଲ ଟାୱାର

ବ୍ୟାସନଗର: ସେବା ଅବଧି ସରିଯାଇଛି। ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ମୋବାଇଲ ଟାୱାର। ଏହା ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବହୁବର୍ଷ ଧରି ପରିତ୍ୟକ୍ତ ଭାବେ ରହିଥିବା ଏୟାରସେଲ କମ୍ପାନିର ଏହି ଟାୱାର ସାମାନ୍ୟ ପବନ ହେଲେ ଦୋହଲୁଥିବାରୁ ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପଡ଼ିବାର…
ଅଧିକ ଖବର ଦେଖନ୍ତୁ...

ଦାବି ପୂରଣ ନ​ହେଲେ ଅସହଯୋଗ, ଭୋଟ ବର୍ଜନ କରିବେ ଠିକା କର୍ମଚାରୀ

ଯାଜପୁରସଦର: ଦାବି ପୂରଣ ନହେଲେ ଅସହଯୋଗ ସହିତ ଭୋଟ୍‌ ବର୍ଜନ କରିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଠିକା କର୍ମଚାରୀମ‌ାନେ ଚେତାବନୀ ଦେଇଛନ୍ତି। ଆଜିଠାରୁ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରେ ଅସହଯୋଗ କରି ପୂର୍ବର ଦାବିଗୁଡ଼ିକୁ ଦୋହରାଇଛନ୍ତି। ବିଭାଗ‌ୀୟ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଶୁଖିଲା ପଡ଼ିଛି ଚିରସ୍ରୋତା ବ୍ରାହ୍ମଣୀ

କବାଟବନ୍ଧ: ଯାଜପୁର ଜିଲ୍ଲା ଦେଇ ବହିଯାଇଥିବା ବ୍ରାହ୍ମଣୀନଦୀ ଏବେ ଶୁଖିଲା ପଡ଼ିଛି। ପୂର୍ବରୁ ଚିରସ୍ରୋତା ଥିବା ବ୍ରାହ୍ମଣୀ ୧୯୭୦ ମସିହା ପରଠାରୁ ଧୀରେଧୀରେ ଶୁଖିବାରେ ଲାଗିଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ଏକାଧିକ ଶିଳ୍ପସଂସ୍ଥା ଏହାର ପାଣିକୁ ଶୋଷିଚାଲିଛନ୍ତି। ଏଣେ ସାଧାରଣ ଲୋକ…
ଅଧିକ ଖବର ଦେଖନ୍ତୁ...

କ୍ରସରରେ କାମ କରୁଥିବା ବେଳେ ଶ୍ରମିକଙ୍କର ମୃତ୍ୟୁ, ୨ ଗୁରୁତର

ଯାଜପୁର: କ୍ରସରରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ଧର୍ମଶାଳା ତହସିଲ ରାହାଡପୁର ସ୍ଥିତ ଏକ କ୍ରସରରେ ଅଘଟଣ ଘଟିଛି। ଶିବଶକ୍ତି ଷ୍ଟୋନ୍ କ୍ରସର ମେସିନ ଚକା ଖୋଲିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ୨…
ଅଧିକ ଖବର ଦେଖନ୍ତୁ...