ଯାଜପୁର: ଯାଜପୁରର ପାଣିକୋଇଲି ଥାନା ନିକଟସ୍ଥ ୧୬ ନଂ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟି ଜନୈକା ମହିଳା ଗୁରୁତର ହେଇଛନ୍ତି। ମହିଳା ଜଣଙ୍କ ତାଙ୍କ ପୁତୁରାଙ୍କ ବାଇକ୍ ପଛରେ ବସି ଯାଉଥିଲେ। ଜାତୀୟ ରାଜପଥର ଟୋଲ୍ ଗେଟ୍ ନିକଟରେ ଥିବା ହମ୍ପ୍ସରେ ଗାଡ଼ି ଏପଟ ସେପଟ ହୋଇଯିବାରୁ ମହିଳା ଜଣକ ତଳକୁ ଖସିପଡ଼ିଥିଲେ। ତାଙ୍କୁ ଗୁଜୁରତ ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଯାଜପୁର: ବାଇକ୍ରୁ ଖସି ମହିଳା ଗୁରୁତର
/sambad/media/post_attachments/wp-content/uploads/2017/09/final_bstSnapshot_810021.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)