ରେଢ଼ାଖୋଲ: ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୬୩ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ରେଢ଼ାଖୋଲ ଥାନା ଡାହିମାଳ ଗାଁରେ ଚଢ଼ଉ କରାଯାଇଥିଲା। ସେଠାରେ ଗଣ ମିର୍ଧା (୬୦), ଜନ୍ମ ମିର୍ଧା (୫୬) ଓ ନାକ୍ଟିଦେଉଳର ସଞ୍ଜୟ ଧଳ (୩୦)କୁ ଗିରଫ କରାଯିବା ସହ ମଦ ଜବତ କରାଯାଇଛି। ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଅବକାରୀ ଇନ୍ସପେକ୍ଟର ଦୀପ୍ତିମୟୀ ସାହୁ ଚଢ଼ଉ ଦଳର ନେତୃତ୍ୱ ନେଇଥିଲେ।
୬୩ ଲିଟର ମଦ ଜବତ, ୩ ଗିରଫ
/sambad/media/post_attachments/wp-content/uploads/2018/05/drinking-wine-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)