ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଜିଆର୍ପି ଚଢ଼ଉ କରି ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ୮୦ ଜାର ୪୭୦ ଟଙ୍କା ଓ ତାସପତି ଜବତ ହୋଇଛି। ଗିରଫମାନେ ହେଲେ ନିତିନ କୁମାର, ମହମ୍ମଦ ମାସୁମ, ମଳୟ ଦାଶ, ବିକି ସିହ୍ନା, ମହମ୍ମଦ ନାସିମ, ଈଶ୍ୱରଲାଲ ମେହେର, ମହମ୍ମଦ ଇସ୍ତେକ, ମହମ୍ମଦ ଅବଦୁଲ ଫରିଦ। ଏଏସ୍ଆଇ ରମେଶ ଭଇଁସା ଓ ଏସ୍ଆଇ ଡି. ନାଏକ ତଦନ୍ତ କରୁଛନ୍ତି।
ଜୁଆ ଆଡ୍ଡା ଚଢ଼ଉ, ୮ ଗିରଫ
/sambad/media/post_attachments/wp-content/uploads/2018/02/arrest-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)