ଝାରସୁଗୁଡ଼ା : ରବିବାର ପ୍ରସନ୍ନପଣ୍ଡା ଛକରେ ଟ୍ରାଫିକ ଡ଼୍ୟୁଟିରେ ଥିବା କନଷ୍ଟେବଲ ଧନୁର୍ଜୟ ସାଙ୍କୁ ଦୁଇଜଣ ବ୍ୟକ୍ତି ମାଡ଼ ମାରିବା ଅଭିଯୋଗରେ ଜେଲ୍ ଯାଇଛନ୍ତି। ବିଟିଏମ୍ ଫାଣ୍ଡି ଅଧିକାରୀ ଇନ୍ସପେକ୍ଟର ସୂଚିସ୍ମିତା ମହାନ୍ତିଙ୍କ ଠାରୁ ପ୍ରକାଶ ଯେ ଏକାତାଲିର ଅନନ୍ତ ପାଣ୍ଡେ ଓ ସୁନୀଲ ଧରେଇ ମଦ୍ୟପାନ କରି ପାଟିତୁଣ୍ଡ କରୁଥିଲେ। ଏମାନଙ୍କୁ ବାରଣ କରିବାରୁ ଉଭୟ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ କନଷ୍ଟେବଳ ସାଙ୍କୁ ତଳେ ଗଡ଼େଇ ମାଡ଼ ମାରି ଥିଲେ।
ପୁଲିସ କନଷ୍ଟେବଳଙ୍କୁ ମାଡ଼ ମାରି ୨ ଜେଲ୍ ଗଲେ
/sambad/media/post_attachments/wp-content/uploads/2018/10/jail-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)