ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବାଗଡ଼ିହିରେ ଏକ ଆବାସିକ ଇଂରାଜି ମିଡିୟମ ସ୍କୁଲରେ ପଶି ୯ରୁ ୧୦ ଜଣ ଡକାୟତ ଦଳ ଲୁଟ୍ କରିଛନ୍ତି। ସେମାନେ କର୍ମଚାରୀମାନଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରି ନେଇ ପ୍ରାୟ ୨୦ ଲକ୍ଷ ଟଙ୍କା ଓ ୧୫ ଟି ମୋବାଇଲ ନେଇ ପଳେଇ ଯାଇଥିଲେ।
ଦୁର୍ବୃତ୍ତମାନେ ସେଣ୍ଟ ଅର୍ଣୋଲ୍ଡ ସ୍କୁଲରେ ବହି ବିକ୍ରି ହୋଇ ରହିଥିବା ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏନେଇ ସୂଚନା ପାଇବା ପରେ ଲଇକେରା ଥାନା ପୁଲିସ ଘଟଣାସ୍ଥଳେର ପହଞ୍ଚି ତଦନ୍ତ କରୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp